ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଜୋରାମରେ ଭୂସ୍ଖଳନ ଘଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବୈରବି ଏବଂ ସୈରଙ୍ଗ ମଧ୍ୟରେ ଥିବା କାନପୁଇ ରେଳ ଷ୍ଟେସନ ନିକଟରେ ଏହି ଭୂସ୍ଖଳନ ହେବାରୁ ୨ ଜଣ ରେଳବାଇ ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ଦ୍ୱୟ ଆସାମ ନାଗୋଆ ଜିଲ୍ଲାର ବୋଲି ଜଣାପଡିଛି। ମୃତକ ୨ ଜଣ ହେଉଛନ୍ତି ଦୀପକ ଦତ୍ତ ଓ ଦୁର୍ଗା ପ୍ରସାଦ ପସ। ଉଭୟ ରେଳବାଇ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….