ରିପୋର୍ଟକାର୍ଡ / ଭୁବନେଶ୍ୱର
ଆଜି ବିଜେଡି ୬ ଜିଲ୍ଲା ସଭାପତି ପରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ ଏହି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି। ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ଦାୟିତ୍ୱ ଦେଇ ସଙ୍ଗଠନକୁ ମଜଭୁତ କରୁଛି ବିଜେଡି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ମିଳିଛି। ଅନ୍ୟପକ୍ଷେ, ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ରହିଛନ୍ତି।






More Stories
ସୁପ୍ରିମକୋର୍ଟରେ ଓଡିଶା ପୋଲିସ ଡିଜି ମାମଲା……
ଖୁବଶୀଘ୍ର ନୂଆ ଲୋକାୟୁକ୍ତ…..
ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ…..