ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନ ୫ଟାରେ ଓମିକ୍ରନ୍ ସ୍ଥିତି ନେଇ ସମୀକ୍ଷା କରିବେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ଛୁଇଁବା ପରେ ସରକାରଙ୍କ ଚିନ୍ତା ବଢିଛି । ବୈଠକରେ ସମ୍ଭାବ୍ୟ ସ୍ଥିତି ନେଇ ଆଲୋଚନା ହେବ । ଉଭୟ ଓମିକ୍ରନ୍ ଓ କରୋନା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।






More Stories
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..
ରାଜଧାନୀରେ ବୁଲିଲା ଖଣ୍ଡା…..
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..