ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନସିପି ନେତା ନୱାବ ମଲିକଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଆଜି ଅର୍ଥ ହେରଫେର ଅଭିଯୋଗରେ ମଲିକଙ୍କୁ ପଚରା ଉଚୁରା କରାଯିବା ପରେ ବୁଧବାର ଇଡି ଗିରଫ କରିଛି । ବୁଧବାର ସକାଳ ୮ଟାରୁ ଇଡି ମଲିକଙ୍କୁ ପଚରା ଉଚୁରା କରୁଥିଲା । ଏହା ସହିତ ମଲିକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ସମ୍ପର୍କ ରଖିଥିବା ଜଣାପଡିଛି । କେବଳ ଦାଉଦ ନୁହେଁ ତାର ସାନ ଭାଇ ଅନୀଶ ଇକବାଲ ଏବଂ ଛୋଟା ସକିଲ ସହିତ ମଲିକଙ୍କ ସମ୍ପର୍କ ଥିବା କୁହାଯାଉଛି ।






More Stories
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..
ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..