ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ପାଇଁ ବଡ ଯୋଜନା। ରାଜଧାନୀର ମୁଖ୍ୟ ରାସ୍ତାରେ ଭିଡ ହ୍ରାସ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର ତିଆରି ହେବ । ବାରଙ୍ଗରୁ ପଟିଆ ଷ୍ଟେସନ ଛକ , ଏନଏଚ୍ ୧୬ ଏବଂ ସୁଆଙ୍ଗ ଦେଇ ଜଟଣୀ କେନାଲ ରାସ୍ତା ହେବ। କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ଫ୍ଲାଏଓଭର୍ ନିର୍ମାଣ ହେବ । ସେହିପରି ଶିଶୁ ଭବନ ଛକରୁ ମ୍ୟୁଜିୟମ୍ ରାସ୍ତାରେ ଆରୋବି ନିର୍ମାଣ ହେବ। ଏଜି ଛକରେ ଭୂତଳ ରାସ୍ତା ନିର୍ମାଣ ହେବ। ଏବଂ ଭୁବନେଶ୍ଵର ଇନଡୋର୍ ଏବଂ ଆଉଟଡୋର୍ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ।
More Stories
ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା….
୧ ରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଶୁଭାରମ୍ଭ…..
ରାଜା ଚକ୍ର ଗିରଫ,୧୮୫ କୋଟି ଟଙ୍କାର ଘୋଟାଲା…..