ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି | କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି | ବେଳୁ ହିଁ ସତର୍କ ହେବାକୁ ପଡିବ | ପୂର୍ବ ବର୍ଷ ରାଜ୍ୟ ସରକାରଙ୍କର ଉଚିତ ପଦକ୍ଷେପ ନେଇ ଥିଲେ ଯାହାଦ୍ୱାରା ରାଜ୍ୟରେ ସ୍ଥିତି ସେତେଟା ବିଗିଡି ନଥିଲା | ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କର ସବୁ ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ ପିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଲୋଚନାରେ କଣ ନିଷ୍ପତି ନେବେ ସରକାର ତାହା ଉପରେ ରାଜ୍ୟବାସୀଙ୍କ ନଜର |






More Stories
ପ୍ରବଳ ବର୍ଷିବ;ଅରେଞ୍ଜ ୱାର୍ଣ୍ଣିଂ ଜାରି…..
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……