ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ୧୧ ବିଦେଶୀ ଯାତ୍ରୀମାନଙ୍କ ଠାରେ ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ସ୍କ୍ରିନିଂ ପରେ ଓମିକ୍ରନ ବ୍-ଭାରିଆଣ୍ଟ ମାମଲା ଜଣ ପଡିଛି | ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା ୧୯,୨୨୭ ବିଦେଶୀ ଯାତ୍ରୀଙ୍କର ଟେଷ୍ଟିଂ ଡିସେମ୍ବର ୨୪ରୁ ଜାନୁୟାରୀ ୩ ମଧ୍ୟରେ କରାଯାଇଥିଲା। ସେଥିମଧ୍ୟରୁ ୧୨୪ଟି ମାମଲା ପଜିଟିଭ୍ ଆସିଥିଲା। ଏହାପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ତେବେ ୧୨୪ଟି ମାମଲା ଭିତରୁ ଓମିକ୍ରନର ୧୧ଟି ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……