ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ପୁଣି ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଚାଇନା ଲିଙ୍କ ଥିବା ୨୩୨ ରୁ ଅଧିକ ଆପକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ବ୍ୟାନ୍ କରାଯାଥିବା ଆପ୍ ମଧ୍ୟରେ ୧୩୮ ବେଟିଂ ଆପ ଏବଂ ୯୪ ଋଣ ଆପ ରହିଛି। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟରୁ ସୂଚନା ଜାରି କରାଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଚାଇନିଜ ଲିଙ୍କ ଥିବା ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଛଅ ମାସ ପୂର୍ବରୁ ୨୮୮ ଟି ଚାଇନିଜ ଲୋନ ଆପ ଉପରେ ଗୃହ ମନ୍ତ୍ରଣାଳୟ ନଜର ରଖିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….