ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି। ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍ଛୋର ଏବଂ ମିଲନ୍ ମହାରଣା। ଏହି ତିନି ଜଣଙ୍କୁ ମିଶାଇ ଏଯାବତ୍ ଏହି ଘଟଣାରେ ମୋଟ ୨୬ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି। ସେହିପରି ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।






More Stories
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..