ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱରରେ ୩୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ରୁ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଲୋକାଲ କେସ ରହିଛି । ଏନେଇ ଭୁବନେଶ୍ୱର ମହାନଗ ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି | ରିପୋର୍ଟ ଅନୁସାରେ- ଖଣ୍ଡଗିରିରୁ ୧୬, ଭିମେଶ୍ୱର ମାର୍ଗରୁ ୧୬, ସୁନ୍ଦରପଦାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଇଆରସି ଭିଲେଜରୁ ୧୨, ଓଲଡଟାଉନରୁ ୧୦, ଚନ୍ଦ୍ରଶେଖରପୁରରୁ ୯ ଚିହ୍ନଟ ହୋଇଛନ୍ତି।






More Stories
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
କାଲି ମିଳିବ ସୁଭଦ୍ରା ଟଙ୍କା…..
ନୀତୀଶଙ୍କୁ ବିରୋଧ କଲେଣି ପରିବାର,ମୋଦିଙ୍କ ପୋଷ୍ଟରରେ ଲଗାଇଲେ କାଳି……