ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେଘାଳୟରେ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଓ ନେସନାଲ ପିପୁଲ୍ସ ପାର୍ଟି କୁ ଝଟକା ଲାଗିଛି | ୪ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ମେଘାଳୟର ବିଜେପି ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ୪ ଜଣ ଅଭିଜ୍ଞ ରାଜନେତା ବିଜେପିରେ ଯୋଗ ଦେଇଛନ୍ତି। ମେଘାଳୟରେ ବିଜେପି ପାଇଁ ଆଗକୁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି ବୋଲି ଶର୍ମା କହିଛନ୍ତି।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..