ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ୪୫୦ଟି ନୂଆ ଡାକଘର ଖୋଲିବ| ଏନେଇ ଆଜିକୁ ସୂଚନା ଦେଇଛନ୍ତି ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ । ଏହାଦ୍ୱାରା ଓଡିଶାବାସୀଙ୍କୁ ନୂଆ ନିଯୁକ୍ତିର ଏକ ବଡ ସୁଯୋଗ ମଧ୍ୟ ମିଳିପାରିବ । ପୂର୍ବରୁ ଓଡିଶାରେ ୮୦୦୦ରୁ ଅଧିକ ଡାକଘର ରହିଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….