ଦେଶ ବିଦେଶ ବଡ଼ ଖବର କଂଗ୍ରେସରେ ସାମିଲ ହେଲେ ୱାଇଏସ ଶର୍ମିଲା….. Report Card Bureau January 4, 2024 ରିପୋର୍ଟ କାର୍ଡ / ନୂଆଦିଲ୍ଲୀୱାଇଏସଆର ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ୱାଇଏସ ଶର୍ମିଲା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି। Post navigationPrevious ଇରାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୦୩ ମୃତ…..Next ଆଜିଠୁ NEET ଓ JEE ପାଇଁ କୋଚିଂ ଆରମ୍ଭ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ସିଜେପି ଆନ୍ଦୋଳନ ପ୍ରତ୍ୟାହାର….. July 25, 2026 Report Card Bureau ଦେଶ ବିଦେଶ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ….. July 25, 2026 Report Card Bureau ଦେଶ ବିଦେଶ ଆମର ଆଉ ୨ ଦାବି ପୂରଣ କରିବାକୁ ହେବ….. July 25, 2026 Report Card Bureau
More Stories
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..