ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସମଗ୍ର ଦେଶ ହୋଇ ଉଠିଛି ରାମମୟ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଦେଶବିଦେଶରୁ ବହୁ ଭିଭିଆଇପି ଅଯୋଧ୍ୟାରେ ପହଞ୍ଚିଛନ୍ତି। ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି। ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ନିମନ୍ତେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଯୋଧ୍ୟରେ ଉପସ୍ଥିତ ଅଛନ୍ତି। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..