ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍କା। ଓ୍ୱାଇଏସ୍ଆର୍ କଂଗ୍ରେସରୁ ଇସ୍ତଫା ଦେଲେ ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ | ସେ ଓ୍ୱାଇଏସ୍ଆର୍ସିପିର ପ୍ରାଥମିକ ସଦସ୍ୟତା ଓ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ପଲନାଡୁ ଜିଲ୍ଲାର ନରସରାଓ୍ୱପେଟ୍ ଲୋକସଭା ଆସନରୁ ଦେବରାୟଲୁ ୨୦୧୯ ଲୋକସଭା ନିର୍ବାଚନରେ ୫୦ ହଜାର ଭୋଟ୍ରେ ଜିତିଥିଲେ। ଏବେ ଦଳ ଏହି ଆସନରେ ତାଙ୍କୁ ହଟାଇ ଜଣେ ପଛୁଆ ବର୍ଗର ନେତାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ଏହାକୁ ନେଇ ଦେବରାୟଲୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।






More Stories
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..