ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛି। ୪୭,୬୫,୭୬୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି।
ତେବେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆସନ୍ତୁ ଜାଣିବା।
ଖର୍ଚ୍ଚର ହିସାବ (କୋଟିରେ)
୧- ପେନସନ- ୨୩,୯୬୧୨
୨- ପ୍ରତିରକ୍ଷା – ୪,୫୪,୭୭୩
୩- ସାର – ୧,୬୪,୦୦୦
୪- ଖାଦ୍ୟ – ୨୦୫୨୫୦
୫- ପେଟ୍ରୋଲିୟମ – ୧୧,୯୨୫
୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୪୬,୮୧୯
୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୫,୯୫୮
୮ – ଉତ୍ତର ପୂର୍ବର ବିକାଶ – ୫,୯୦୦
୯- ଶିକ୍ଷା – ୧,୨୪,୬୩୮
୧୦- ଶକ୍ତି – ୭୬,୩୦୨
୧୧- ବୈଦେଶିକ ବ୍ୟାପାର – ୨୨,୧୫୫
୧୨- ଅର୍ଥ – ୮୭,୬୪୨
୧୩ – ସ୍ୱାସ୍ଥ୍ୟ – ୯୦,୧୭୧
୧୪- ସ୍ୱରାଷ୍ଟ୍ର – ୧,୩୯,୩୨୮
୧୫ – ସୁଧ – ୧୧,୯୦,୪୪୦
୧୬ – ଆଇଟି ଓ ଟେଲିକମ – ୧,୧୫,୭୫୨
୧୭ – ଅନ୍ୟାନ୍ୟ – ୧,୨୩,୧୩୬
୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧
୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮
୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୧୬୯
୨୧- ସାମାଜିକ କଲ୍ୟାଣ – ୫୬,୫୦୧
୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦
୨୩ – ରାଜ୍ୟର ଭାଗ – ୨,୮୬,୭୮୭
୨୪ – ପରିବହନ – ୫,୪୪,୦୩୯
୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୩,୫୪୧
୨୬ – ସହରୀ ବିକାଶ – ୭୭୫୨୪






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..