ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ବିଧାନସଭାରେ ବହୁମତର ପ୍ରମାଣ ଦେଇଛନ୍ତି । ତାଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି ବିଧାନସଭାରେ କହିଛନ୍ତି ଚମ୍ପାଇ ସୋରେନ । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ। ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ହେମନ୍ତ ଅଛନ୍ତି ମାନେ ସାହାସ ରହିଛି ବୋଲଇ ଚମ୍ପାଇ ସୋରେନ କହିଛନ୍ତି । ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେଲେ ହେମନ୍ତ ସୋରେନ|






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……