ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ ବୋଲି କୁହାଯାଉଛି। ସଂପୃକ୍ତ ଯୁବଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାପଡିଛି ।
More Stories
କାଲି ପୁଣି ସିଜେପି ସହ ବୈଠକ,‘୩ ଦାବି,୫ ପ୍ରସ୍ତାବ ମିଳିଛି’,……
ରଥ ଟଣା ଆରମ୍ଭ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..