Report Card Odisha

| Daily Odia News

ମନମୁଣ୍ଡା ୧୨ ଘଣ୍ଟିଆ ବନ୍ଦ….

ରିପୋର୍ଟ କାର୍ଡ / ବୌଦ୍ଧ

ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ମନମୁଣ୍ଡାକୁ ଏନଏସି ମାନ୍ୟତା ନମିଳିବା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି। ତେବେ ମନମୁଣ୍ଡା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସହରରେ ସବୁ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି।

Breaking News