Report Card Odisha

| Daily Odia News

ଓଡିଶାରେ ଘୋଷଣା ହେଲା ନିର୍ବାଚନ ରାତିଖ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି | ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ | ମେ ୧୩ ,୨୦ , ୨୫ ଓ ଜୁନ ୧ରେ ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ |

ପ୍ରଥମ ପର୍ଯ୍ୟାୟ ମେ ୧୩ -କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମହପୁର .

ଦ୍ଵିତୀୟ ପର୍ଯ୍ୟାୟ ମେ ୨୦- ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ,କନ୍ଧମାଳ ,ଆସ୍କା .

ତୃତୀୟ ପର୍ଯ୍ୟାୟ ମେ ୨୫- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର .

ଚତୁର୍ଥ ପର୍ଯ୍ୟାୟ ଜୁନ ୧- ମୟୁରଭଞ୍ଜ, ବାଲେଶ୍ୱର ,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା,ଜଗତସିଂହପୁର .

Breaking News