ଆମ ସହର ବଡ଼ ଖବର ରାଜ୍ୟ ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହିତ…. Report Card Bureau April 2, 2024 1 min read ରିପୋର୍ଟ କାର୍ଡ / ମାଲକାନଗିରିଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ଛତିଶଗଡ଼ ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି।Post navigationPrevious ଦେଶ ବିଦେଶରେ ବରିଷ୍ଠ ନାଗରିକ ମାନଙ୍କ ଯତ୍ନ କିପରି ନେବା….Next ଆହୁରି ବଢିବ ତାତି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରଥ ଯାତ୍ରା ରାଜ୍ୟ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ….. July 18, 2026 Report Card Bureau ରାଜ୍ୟ ଓଡିଶା ଆସିବେ ରାଷ୍ଟ୍ରପତି !….. July 18, 2026 Report Card Bureau ରାଜ୍ୟ ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ….. July 18, 2026 Report Card Bureau
More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..