ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ଲୋକସଭା ପ୍ରାର୍ଥୀ –
ବଲାଙ୍ଗିର -ଅଭିନେତା ମନୋଜ ମିଶ୍ର
ବରଗଡ଼- ସଂଜୟ ଭୋଇ
ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ
କଳାହାଣ୍ଡି- ଦ୍ରୌପଦୀ ମାଝୀ
ନବରଙ୍ଗପୁର-ଭୁଜବଳ ମାଝୀ
କନ୍ଧମାଳ- ଅମିର ଚାନ୍ଦ ନାୟକ
ବ୍ରହ୍ମପୁର- ରଶ୍ମିରଂଜନ ପଟ୍ଟନାୟକ
କୋରାପୁଟ-ସପ୍ତଗିରି ଉଲାକା
ବିଧାନସଭା ପ୍ରାର୍ଥୀ-
ନୂଆପଡ଼ା- ପିସିସି ସଭାପତି ଶରତ ପଟ୍ଟନାୟକ
ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼-ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର-କିଶୋର ପଟେଲ
ତଳସରା-ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା-ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
ପାଟଣାଗଡ଼-ଅନୀଲ ମେହେର
ବଲାଙ୍ଗିର-ସମରେନ୍ଦ୍ର ମିଶ୍ର
କଣ୍ଟାବାଂଜି-ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ-ହାରାବତୀ ଗଣ୍ଡ
ନବରଙ୍ଗପୁର-ଦିଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼-ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ୱର ନାଏକ
ଧର୍ମଗଡ଼-ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା-ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ-ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର-ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର-ଚିରଂଜୀବ ବିଷୋୟୀ
ସୋରଡ଼ା- ହରିକ୍ରିଷ୍ଣା ରଥ
ସାନଖେମୁଣ୍ଡି-ରମେଶ ଜେନା
ଚିକିଟି-ରବୀନ୍ଦ୍ର ଦ୍ୟାନସାମନ୍ତରାୟ
ମୋହନା-ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..