ରିପୋର୍ଟ କାର୍ଡ / ଢେଙ୍କାନାଳ
ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ଗୋରୁ ବେପାରୀଙ୍କ ଠାରୁ ୧୪ ଲକ୍ଷ ଲୁଟପାଟ୍ ହୋଇଛି। ଗୋରୁ ହଙ୍କଳର ଆସିଥିବା ବେପାରୀଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ। ଟଙ୍କା ଲୁଟିବା ସହ ଗୋରୁ ବେପାରୀଙ୍କ ବୋଲେରୋ ନେଇ ଚମ୍ପଟ ମାରିଛନ୍ତି ୫ଜଣ ଦୁର୍ବୃତ୍ତ। ବୋମାମାଡ ସହ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନ କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..