ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କଂଗ୍ରେସ ନିର୍ବାଚନ ପାଇଁ ୫୯ଜଣିଆ ପ୍ରଚାର କମିଟି ଘୋଷଣା କରିଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ପ୍ରକାଶିତ ପ୍ରେସ୍ ରିଲିଜ୍ ହୋଇଛି | ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ପ୍ରଚାର କମିଟିରେ ସାମିଲ କରାଯାଇ ନାହିଁ।
ପ୍ରଚାର କମିଟି-
ଭକ୍ତ ଦାସ-ଅଧ୍ୟକ୍ଷ
ନବଜ୍ୟୋତି ପଟ୍ଟନାୟକ-ଉପାଧ୍ୟକ୍ଷ
ସୁଧାଂଶୁ ଶେଖର ଦେଓ-ଆବାହକ
ଶରତ ପଟ୍ଟନାୟକ-ସଦସ୍ୟ
ବରିଷ୍ଠ ନେତା ନରସିଂହ ମିଶ୍ର-ସଦସ୍ୟ
ନିରଞ୍ଜନ ପଟ୍ଟନାୟକ-ସଦସ୍ୟ
କାହ୍ନୁଚରଣ ଲେଙ୍କା-ସଦସ୍ୟ
କେପି ସିଂହଦେଓ-ସଦସ୍ୟ
ଜୟଦେବ ଜେନା-ସଦସ୍ୟ
ପ୍ରସାଦ ହରିଚନ୍ଦନ-ସଦସ୍ୟ
ରାମଚନ୍ଦ୍ର ଖୁଂଟିଆ-ସଦସ୍ୟ
ସୁଶୀଳା ତିରିଆ-ସଦସ୍ୟ
ପଂଚାନନ କାନୁନଗୋ-ସଦସ୍ୟ
ବିଜୟଲକ୍ଷ୍ମୀ ସାହୁ-ସଦସ୍ୟ
ଦେବାଶୀଷ ପଟ୍ଟନାୟକ-ସଦସ୍ୟ
ପଦ୍ମାକର ଗୁରୁ-ସଦସ୍ୟ
କୃଷ୍ଣଚନଦ୍ର ଶଗରିଆ-ସଦସ୍ୟ
ଶରତ ରାଉତ-ସଦସ୍ୟ
ହମିଦ୍ ହୁସେନ-ସଦସ୍ୟ
ଜଗନ୍ନାଥ ପଟ୍ଟନାୟକ-ସଦସ୍ୟ
ସପ୍ତଗିରି ଉଲାକା-ସଦସ୍ୟ
ହଳଧର କାର୍ଜି -ସଦସ୍ୟ
ଗିରିଧର ଗମାଙ୍ଗ -ସଦସ୍ୟ
ଶ୍ରୀକାନ୍ତ ଜେନାଙ୍କୁ -ସଦସ୍ୟ
ବିଜୟ କୁମାର ପଟ୍ଟନାୟକ-ସଦସ୍ୟ
ସଦନ ନାଏକ-ସଦସ୍ୟ
ମନୋରଞ୍ଜନ ତ୍ରିପାଠୀ-ସଦସ୍ୟ
ପଦ୍ମାକର ଗୁରୁ-ସଦସ୍ୟ
ଜାକବ ପ୍ରଧାନ-ସଦସ୍ୟ
ଲିପିକା ମାଝୀ-ସଦସ୍ୟ
ବନ୍ଦିତା ପରିଡ଼ା-ସଦସ୍ୟ
ମନୋଜ ବିଶ୍ୱାଳ-ସଦସ୍ୟ
ବିଦୁଭୂଷଣ ମହାପାତ୍ର-ସଦସ୍ୟ
ପଂଚାନନ ଦାଶ-ସଦସ୍ୟ
ପୃଥ୍ୱୀବଲ୍ଲଭ ପଟ୍ଟନାୟକ-ସଦସ୍ୟ
ବିସ୍ମୟ ମହାପାତ୍ର-ସଦସ୍ୟ
ରଞ୍ଜିତା ରାଉତ-ସଦସ୍ୟ
ଅଜିତ୍ ଦାସ-ସଦସ୍ୟ
ଗଣେଶ ସାହୁ-ସଦସ୍ୟ
ସନ୍ତୋଷ ମାଣ୍ଡେଲା-ସଦସ୍ୟ
ହେମନ୍ତ ପଣ୍ଡା-ସଦସ୍ୟ
ତୁଷାର ରଞ୍ଜନ ପାଟ୍ଟଯୋଶୀ-ସଦସ୍ୟ
ଅଙ୍କିତ ସିଘାଂରୀ-ସଦସ୍ୟ
ମନସା ତ୍ରିପାଠୀ-ସଦସ୍ୟ
ବିଷ୍ଣୁଚରଣ ବାରିକ-ସଦସ୍ୟ
ଆକବର ଖାନ-ସଦସ୍ୟ
ଅଶୋକ କୁମାର ମହାନ୍ତି-ସଦସ୍ୟ
ସରୋଜ କୁମାର ପ୍ରଧାନ-ସଦସ୍ୟ
ଦେବେନ୍ଦ୍ର କୁମାର ସାହୁ-ସଦସ୍ୟ
ଆକାଶ ଭୂୟାଁ-ସଦସ୍ୟ
ଗିରିବାଳା ବେହେରା-ସଦସ୍ୟ
ସସ୍ମିତା ବେହେରା-ସଦସ୍ୟ
ହରେକୃଷ୍ଣ ସାହୁ-ସଦସ୍ୟ
ଗୀତାଞ୍ଜଳି ମହାନ୍ତ-ସଦସ୍ୟ
ଶଶୀକାନ୍ତ ଲେଙ୍କା-ସଦସ୍ୟ
ସୁଦାମ ବାରିକ-ସଦସ୍ୟ
ସତ୍ୟ ନାଏକ-ସଦସ୍ୟ
ଫକିରା ଜଗତ-ସଦସ୍ୟ
ଏହି ନେତାମାନଙ୍କ ସମେତ ପ୍ରଚାର କମିଟିରେ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦଳର ସମସ୍ତ ବିଧାୟକ, ଓଡ଼ିଶା ପିସିସିର ସବୁ ଛାମୁଆ ସଂଗଠନର ମୁଖ୍ୟ ଏବଂ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ମଧ୍ୟ କାର୍ଯ୍ୟ କରିବେ ବୋଲି କୁହାଯାଇଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….