ରିପୋର୍ଟ କାର୍ଡ / ମହାକାଳପଡା
ଲୁଣା ନଦୀରେ ବୁଡି ଗଲେ ଦୁଇ ଜଣ ନାବାଳିକା । ଶନିବାର ସକାଳୁ ୨ଜଣ ନାବାଳିକା ସାଙ୍ଗ ହୋଇ ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା । ଦୁଇ ଜଣ ବୁଡିଯାଉଥିବା ବେଳେ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ନିଖୋଜ ନାବାଳିକାକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ।
More Stories
ଜେଲରୁ ମୁକୁଳିବେ ଦାରା ସିଂ…..
ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ…..
ଆଉ ଜଣେ IPS ଦେଲେ ଇସ୍ତଫା…..