Report Card Odisha

| Daily Odia News

ତାପମାତ୍ରା ଟପିଲା ୪୬,ଜଳୁଛି ବାଲେଶ୍ଵର-ଭୁବନେଶ୍ୱର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଥର ତାପମାତ୍ରା ଡେଇଁଲା ୪୬ ଡିଗ୍ରୀ। ବାଲେଶ୍ୱର ତାପମାତ୍ରା ମଙ୍ଗଳବାର ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବା ବେଳେ ୪୫.୪ ରେକର୍ଡ କରାଯାଇଛି। ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି।

ବାଲେଶ୍ୱର: ୪୬ ଡ଼ିଗ୍ରୀ
ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ
ଝାରସୁଗୁଡା: ୪୪.୨ ଡ଼ିଗ୍ରୀ
ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ
ରାଉରକେଲା: ୪୩.୨ ଡ଼ିଗ୍ରୀ
ସମ୍ବଲପୁର: ୪୩.୨ ଡ଼ିଗ୍ରୀ
କେନ୍ଦୁଝର : ୪୩ ଡ଼ିଗ୍ରୀ
ପୁରୀ: ୩୫.୧ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦୀପ: ୩୩.୬ ଡ଼ିଗ୍ରୀ

Breaking News