ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ମୁଙ୍ଗେରରେ ମତଦାନ ଆରମ୍ଭ ହେବାର ଠିକ୍ ପୂର୍ବରୁ ଜଣେ ପୋଲିଂ ଏଜେଣ୍ଟଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ପୋଲିଂ ଏଜେଣ୍ଟ ଓଁକାର କୁମାର ଚୌଧୁରୀ ମୁଙ୍ଗେର ଲୋକସଭା ନିର୍ବାଚନମଣ୍ଡଳୀରୁ ଶଙ୍କରପୁର ଗାଁର ୨୧୦ବୁଥରେ ଡ୍ୟୁଟିରେ ଥିଲେ। ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଓଁକାରଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କର ହୃଦଘାତ ସମସ୍ୟା ଥିଲା। ସେ ଜିଲ୍ଲା ପ୍ରଶାସନକୁ କହିଥିଲେ ଏବଂ ଭୋଟିଂ ଡ୍ୟୁଟି ଲାଗୁ କରା ନଯିବା ଲାଗି ଆବେଦନ କରିଥିଲେ। ଏହା ପରେ ମଧ୍ୟ ତାଙ୍କର ଡ୍ୟୁଟି ଲାଗୁ ହୋଇଥିଲା ଏବଂ ସେ ପ୍ରାଣ ହରାଇଲେ |






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….