ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷ ହେବା ପରେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଦମ୍ଭୋକ୍ତି ଦେଖାଇଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ୨୮ଟି ବିଧାନସଭା ଆସନରୁ ୨୪ଟିରେ ବିଜେଡି ଜିତିବ। ଦୁଇଟି ସିଟରେ କଂଗ୍ରେସ ଓ ଗୋଟିଏ ସିଟରେ ବିଜେପି ସହ ଟକ୍କର ହେବ ବୋଲି କହିଛନ୍ତି ପାଣ୍ଡିଆନ। ସେହିପରି ୪ଟି ପର୍ଯ୍ୟାୟରେ ସୁଇପ୍ କରିବ ବିଜୁ ଜନତା ଦଳ। ଗତଥର ଅପେକ୍ଷା ଏଥର ଲୋକସଭା ନିର୍ବାଚନରେ ବି ବିଜେଡି ଭଲ କରିବ ବୋଲି କହିଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….