ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା ଯୋଗୁ ଖୋର୍ଦ୍ଧା ଜେଲରୁ ତାଙ୍କୁ କଟକ ଏସସିବି ଅଣାଯାଇ ଯାଇଛି । ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବୁଥରେ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତ ଗିରଫ କରି ଜେଲ ପଠାଇଥିଲା ପୋଲିସ ।
More Stories
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ…..
ଶ୍ରୀମନ୍ଦିରକୁ ଏକକାଳୀନ ୫କୋଟି ଦାନ କଲେ ଶ୍ରଦ୍ଧାଳୁ….
ରାଜ୍ୟରେ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ ହେବ:ମୁଖ୍ୟମନ୍ତ୍ରୀ…..