Report Card Odisha

| Daily Odia News

୬ ଦିନିଆ ପୋଲିସ ହେପାଜତରେ ପ୍ରଜ୍ବଳ ରେବାନ୍ନା…..

ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ

ଯୌନ ଶୋଷଣ ମାମଲାର ସମ୍ମୁଖୀନ ହେଉଥିବା ହାସନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କୁ ଶୁକ୍ରବାର ଦିନ ହୋଲେନାରାସିପୁର ଟାଉନ ଥାନାରେ ପଞ୍ଜୀକୃତ ହୋଇଥିବା ମାମଲାରେ ପୋଲିସ ୬ ଦିନିଆ ହେପାଜତରେ ନେଇଛି।

Breaking News