ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଅଦାଲତ କୌଣସି ପ୍ରକାର ଆଶ୍ବସ୍ତି ପ୍ରଦାନ କରି ନାହାନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ଉପରେ ରୌଜ ଆଭେନ୍ୟୁସ୍ଥିତ ବିଚାର ବିଭାଗୀୟ ଅଦାଲତ ଶୁଣାଣି କରି ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖିଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆଜି କେଜ୍ରିଓ୍ବାଲ ତିହାର ଜେଲ୍ରେ ଆତ୍ମସମର୍ପଣ କରିବେ । କାରଣ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଦେଇଥିବା ଅନ୍ତରୀଣ ଜାମିନ ଅବଧି ଶନିବାର ଶେଷ ହୋଇଛି।






More Stories
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..