ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ଓ ଵିଧାନସଭା ନିର୍ବାଚନର ଆରମ୍ଭ ହୋଇଯାଇଛି ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ସେହିପରି ଉତ୍ତର ପ୍ରଦେଶର ରାୟବରେଲି ଆସନରୁ ମଧ୍ୟ ରାହୁଲ ଅଗୁଆ ଥିବା ସୂଚନା ମିଳିଛି। ବର୍ତ୍ତମାନର ସାଂସଦ ଥିବା କଂଗ୍ରେସ ନେତା ଓ୍ୱାୟନାଡରେ ୧୦୩ ଭୋଟ୍ରେ ଆଗୁଆ ଅଛନ୍ତି। ସେହିପରି ରାୟବରେଲି ଆସନରୁ ପୋଷ୍ଟାଲ ବାଲାଟ୍ ପେପର୍ ଗଣତିରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ଠାରୁ ସେ ଆଗରେ ଅଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..