ରିପୋର୍ଟ କାର୍ଡ / ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିଛନ୍ତି । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ୱାଇଏସଆର ଜଗନ ମୋହନ ରେଡ୍ଡୀ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ୨୫ ଲୋକସଭା ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମକୁ ୧୬ଟି ଆସନ ମିଳିଥିବା ବେଳେ ୱାଇଏସଆରସିପିକୁ ୪ଟି, ବିଜେପିକୁ ୩ଟି ଓ ଜନସେନା ପାର୍ଟିକୁ ୨ଟି ଆସନ ମିଳିଛି। ସେହିପରି ୧୭୫ ବିଧାନସଭା ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମକୁ ୧୩୫ଟି ଆସନ ମିଳିଥିବା ବେଳେ ଜନସେନା ପାର୍ଟିକୁ ୨୧ଟି ଆସନ, ୱାଇଏସଆରସିପିକୁ ୧୧ଟି ଓ ବିଜେପିକୁ ୮ଟି ଆସନ ମିଳିଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….