ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନୀ ଫଳାଫଳର ପାର୍ଶ୍ବ ପ୍ରଭାବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରସ୍ତାବ ଦେଲେ ଦେବେନ୍ଦ୍ର ଫଡନାଭିସ । ଇସ୍ତଫା ଦେବା ପରେ ଫଡନାଭିସ କହିଛନ୍ତି ତାଙ୍କୁ ସରକାରୀ ଦାୟିତ୍ୱରୁ ମୁକ୍ତ କରାଯାଉ ଦଳ ପାଇଁ ଜଣେ କର୍ମୀଭାବେ କାମ କରିବାକୁ ସେ ଆଗ୍ରହୀ । ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯ରେ ବିଜେପି ଓ ପୂର୍ବତନ ସହଯୋଗୀ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ। ୨୫ ଆସନରେ ବିଜେପି ଲଢ଼ି ୨୩ ଓ ଶିବସେନା ୧୮ ଆସନରେ ଜିତିଥିଲା ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……