ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଛି । ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶରଦ ପାୱାର ଗୋଷ୍ଠୀର କିଛି ନେତା ଏଭଳି ଦାବି କରିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଜିତଙ୍କ କ୍ୟାମ୍ପର ୧୮ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଛି । ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶରଦ ପାୱାର ଗୋଷ୍ଠୀର କିଛି ନେତା ଏଭଳି ଦାବି କରିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଜିତଙ୍କ କ୍ୟାମ୍ପର ୧୮ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……