ମହାରାଷ୍ଟ୍ର : ମହାରାଷ୍ଟ୍ର ନାସିକରେ ପିଆଜ ଦର ବଢିଛି କ୍ୟୁଇଂଟାଲ ପିଛା ପିଆଜ ୨୭ ଶହ ରୁ ୨୮ ଶହରେ ବିକ୍ରି ହେଉଥିବା ବେଳେ ଆଜି ଏହା ୪୫ ଶହରେ ପହଂଚିଛି । ପୂର୍ବରୁ ନାସିକ ନାସାଲ ଗାଓରେ ଥିବା ପିଆଜ ଗୋଦାମରେ ୩୦ହଜାର କ୍ୟୁଇଂଟାଲ ପିଆଜ ଆସୁଥିବା ବେଳେ ଆଜି କେବଳ ୧୮ ହଜାର କ୍ୟୁଇଂଟାଲ ଆସିଛି । ବର୍ଷା ଯୋଗୁ ପିଆଜ ନଷ୍ଟ ହୋଇଛି । ଏହା ସହ ଆମଦାମି ବି କମିଛି ଫଳରେ କାଟ୍ ଛାଟ୍ କରି ପିଆଜ ବିକ୍ରି କରୁଥିବା ସେ କହିଛନ୍ତି ।ଏହା ସହ ବହୁ ସଂଖ୍ୟା ପିଆଜ ପୂର୍ବରୁ ଜମା ଥିବାରୁ ଏହାକୁ ତୁରନ୍ତ ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଉଛି । କେଉଁଠି କେତେ ଟଙ୍କା ରହିଛି ପିଆଜ ଦର ଆସନ୍ତୁ ନଜର ପକାଇବା ..
କଟକରେ ପିଆଜ ଦର ରହିଛି ୫୨ ରୁ ୫୩ ଟଙ୍କା,
ଖୋର୍ଦ୍ଧାରେ ୫୦ ଟଙ୍କା,
ବାଲେଶ୍ୱରରେ ୫୦ ରୁ ୫୨ ଟଙ୍କାରେ ପିଆଜ ଦର
ଭୁବନେଶ୍ୱରରେ ୫୨ ରୁ ୫୪ ଟଙ୍କା କିଲୋ ପିଛାରେ





More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..