ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଟିମ୍ ଆଜି ପୁଲ ବି ରେ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି । ପ୍ରଥମ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା । ଏହା ପରେ ଆର୍ଜେଣ୍ଟିନା ବିରୁଦ୍ଧରେ ମୁକାବିଲାରେ ୧-୧ରେ ମ୍ୟାଚ୍ ଡ୍ର ରହିଥିଲା । ଅଧିନାୟକ ହରମନପ୍ରୀତଙ୍କ ଡବଲ ଗୋଲ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି । ପ୍ୟାରିସ୍ ଅଲିମ୍ପିକରେ ତାଙ୍କର ଏବେ ୪ ଗୋଲ୍ ହୋଇଯାଇଛି ।






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……