ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଟିମ୍ ଆଜି ପୁଲ ବି ରେ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି । ପ୍ରଥମ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା । ଏହା ପରେ ଆର୍ଜେଣ୍ଟିନା ବିରୁଦ୍ଧରେ ମୁକାବିଲାରେ ୧-୧ରେ ମ୍ୟାଚ୍ ଡ୍ର ରହିଥିଲା । ଅଧିନାୟକ ହରମନପ୍ରୀତଙ୍କ ଡବଲ ଗୋଲ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି । ପ୍ୟାରିସ୍ ଅଲିମ୍ପିକରେ ତାଙ୍କର ଏବେ ୪ ଗୋଲ୍ ହୋଇଯାଇଛି ।
More Stories
ଶୁବମନ୍ ଗିଲ୍ ନୂଆ ଟେଷ୍ଟ ଟିମ୍ ଅଧିନାୟକ….
ଆଜିଠୁ ପୁଣି ଆଇପିଏଲ୍ ମ୍ୟାଚ…..
ଇତିହାସ ରଚିଲେ ନୀରଜ ଚୋପ୍ରା…..