ରିପୋର୍ଟ କାର୍ଡ / କଟକ
ଏଥର ବାଲିଯାତ୍ରା ନାଁ ବଦଳି ଐତିହାସିକ ବାଲିଯାତ୍ରା କଟକ ୨୦୨୫ କରାଯାଇଛି । ପୂର୍ବରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଚଳିତ ବର୍ଷର ବାଲିଯାତ୍ରା । ଏଥର ଉପର ବାଲିଯାତ୍ରା ପଡିଆରେ ହେବନି ବାଲିଯାତ୍ରା । କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ଏଥର ହେବନି ଯାତ୍ରା । ୩୪ଏକ ପରିବର୍ତ୍ତେ ୬୦ଏକର ଜାଗାରେ ହେବ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପୋର୍ଟାଲରେ ରହିବ ସମସ୍ତ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..