Uncategorized ବ୍ୟାଟେରୀ ବିସ୍ଫୋରଣରେ ବାପ-ପୁଅ ଆହତ…… Report Card Bureau September 12, 2025 1 min read ରିପୋର୍ଟ କାର୍ଡ / ବଲାଙ୍ଗୀରବଲାଙ୍ଗୀର ଜିଲ୍ଲା ପୁରୁଣା ରାଜବାଟୀ ପଡ଼ାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ଫୋରଣ ଘଟି ବାପ-ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।Post navigationPrevious ବଦଳିଲା ବାଲିଯାତ୍ରା ନାଁ…..Next ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories Uncategorized ବିଜେପି ତାଲିକାରେ ଆପ୍ର ୭ ସାଂସଦ….. April 27, 2026 Report Card Bureau Uncategorized ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି….. April 22, 2026 Report Card Bureau Uncategorized ରାଜ୍ୟ ସରକାରଙ୍କୁ ଜୋରିମାନା….. April 10, 2026 Report Card Bureau
More Stories
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..