Uncategorized ବ୍ୟାଟେରୀ ବିସ୍ଫୋରଣରେ ବାପ-ପୁଅ ଆହତ…… Report Card Bureau September 12, 2025 1 min read ରିପୋର୍ଟ କାର୍ଡ / ବଲାଙ୍ଗୀରବଲାଙ୍ଗୀର ଜିଲ୍ଲା ପୁରୁଣା ରାଜବାଟୀ ପଡ଼ାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ଫୋରଣ ଘଟି ବାପ-ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।Post navigationPrevious ବଦଳିଲା ବାଲିଯାତ୍ରା ନାଁ…..Next ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read Uncategorized ୨୨ରୁ ବିଧାନସଭା ଅଧିବେଶନ……. August 26, 2026 Report Card Bureau 1 min read Uncategorized ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ….. August 5, 2026 Report Card Bureau 1 min read Uncategorized ୧୮ରୁ ଖୋଲିବ ସ୍କୁଲ୍…. June 15, 2026 Report Card Bureau
More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….