ରିପୋର୍ଟ କାର୍ଡ/ ଭୁବନେଶ୍ୱର
ରାଜ୍ୟସଭା ରେସ୍ରେ ରହିଲେ ୫ ପ୍ରାର୍ଥୀ । ୪ ଆସନ ପାଇଁ ରହିଲେ ୫ ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା ଶେଷ ହୋଇଛି । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ରାଜ୍ୟସଭା ରେସ୍ରେ ମୋଟ୍ ୫ ପ୍ରାର୍ଥୀ ରହିଲେ ।ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ଚତୁର୍ଥ ଆସନ ପାଇଁ ଭୋଟ୍ ସଂଗ୍ରହ କରିବାରେ ଲାଗିଛନ୍ତି ସ୍ବାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ଡାକ୍ତର ଦତ୍ତେଶ୍ବର ହୋତା ।






More Stories
ଆଜିଠୁ ନୀଳାଚଳ ଅବଢ଼ା……
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା:୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ…..
ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ: ୯୬ ପ୍ରତିଶତ ଅଭିଯୋଗର ସମାଧାନ…..