Report Card Odisha

| Daily Odia News

ପଦ୍ମ ଧରିବେ ରବୀନ୍ଦ୍ର ଜେନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେପିରେ ଯୋଗ ଦେଇ ପାରନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ମଙ୍ଗଳବାର ସନ୍ଧ୍ୟାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟତାରୁ ଆଜି ସଂଧ୍ୟାରେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଓ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଦଳ ଛାଡ଼ିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫା ପରେ ସେ କେଉଁ ଦଳକୁ ଯିବେ ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିଲେ ବି ପଦ୍ମ ଧରିବା ନେଇ ଏବେ ବାଲେଶ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Breaking News