Report Card Odisha

| Daily Odia News

ଆଜିଠୁ ନୀଳାଚଳ ଅବଢ଼ା……

ରିପୋର୍ଟ କାର୍ଡ / ପୁରୀ

ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ। ସୋମବାର, ଆଷାଢ଼ ଶୁକ୍ଲ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ନୀଳାଦ୍ରିବିଜେ କରାଯାଇଛି। ଜନ୍ମବେଦୀ ଲୀଳା ଶେଷ କରି ରତ୍ନବେଦୀରେ ବିଜେ କରିଛନ୍ତି ପରଂବ୍ରହ୍ମ। ରଥ ଉପରୁ ପ୍ରଭୁଙ୍କୁ ପହଣ୍ଡି କରି ସେବକମାନେ ବଡ଼ଦେଉଳରେ ବିଜେ କରାଇଛନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଦୈନନ୍ଦିନ ନୀତିକାନ୍ତି। ମଙ୍ଗଳବାର ଭକ୍ତ ପାଇବେ ନୀଳାଚଳ ଅବଢ଼ା।

Breaking News