ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ ବହୁତ ବଢୁଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ସିଧାସଳଖ ମଦ କରାଯାଉଛି | ଆଜି ୧୪.୨ କେଜି ବିଶିଷ୍ଟ ଏଲପିଜି ଦାମରେ ଆଉ ୨୫ ଟଙ୍କା ବୃଦ୍ଧି କରାଯାଇଛି | ଗତ ୧୫ ଦିନ ଭିତରେ ଦ୍ଵିତୀୟ ଥର ଲାଗି ଏଲପିଜି ଦାମ ବଢିଛି | ଫଳରେ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦାମ ୮୮୬ ଟଙ୍କାରୁ ବୃଢ଼ହି ପାଇଁ ୯୧୧ ଟଙ୍କାରେ ପହଂଚିଛି | ଯେଉଁଭଳି ଭାବେ କିଛି ମାସ ହେଲାଣି ନିରନ୍ତର ଭାବେ ଏଲପିଜି ଦାମ ବଢୁଛି ଏହା ଶୀଘ୍ର ୧୦୦୦ ଟଙ୍କା |






More Stories
ପୁଣି ଉମର ମୁହାଁ ସୁନା-ରୁପା…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……