ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବ ପାଇଁ ଯୋଜନା କରୁଛନ୍ତି | ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଜୁଲାଇ ୧୯ ତାରିଖରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ସ୍ୱାମୀ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଠାରୁ ନିଜ ପିଲାଙ୍କୁ ଦୂରେଇ ରଖିବାକୁ ଚାହୁଁଛନ୍ତି ଶିଳ୍ପା | ଏକଥ ଶିଳ୍ପାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ସୂତ୍ରରୁ ଜଣାପଡିଛି | ପିଲାମଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ୱାମୀଙ୍କ ଘର ଚଡି ଜୀବନ ଜିଇଁବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା | ୨୦୦୯ ମସିହାରେ ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ବିବାହ କରଥିଲେ | ତାଙ୍କର ୨ ସନ୍ତାନ ପୁଅ ଵିୟୋନ ଓ ଝିଅ ସମୀଶଙ୍କୁ ନେଇ ଶିଳ୍ପା ରହିବେ | ଏପରିକି କୁନ୍ଦ୍ରାଙ୍କଠାରୁ କୌଣସି ଅର୍ଥ ନେବାପାଇଁ ମଧ୍ୟ ସେ ଚାହାନ୍ତି ନାହିଁ | କୁନ୍ଦ୍ରା ଗିରଫ ହେବ ପରେ ଶିଳ୍ପା ସୁପର ଡ୍ୟାନ୍ସର ସୁଟିଂଠାରୁ ଦୂରେଇ ରହିଥିଲେ | ଏବେ ପୁଣି ସୁଟିଂ ଆରମ୍ଭ କରିଛନ୍ତି ଶିଳ୍ପା ସେଟ୍ଟୀ |






More Stories
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ…..
ଅମରଙ୍କ ବିସ୍ଫୋରକ ବୟାନ…..
ସୋନିଆ,ରାହୁଲଙ୍କୁ ବଡ ଆଶ୍ଵସ୍ତି…..