ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରୁଜ ଡ୍ରଗ୍ସ କେସରେ ଧରା ପଡିଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି । ଆର୍ଯ୍ୟନ କହିଛନ୍ତି କି ଏନସିବି ହ୍ୱାଟ୍ସଆପ ଚାଟକୁ ଭୁଲ ଭାବେ ବ୍ୟାଖ୍ୟା କରୁଛି । ମୋତେ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ଆର୍ଯ୍ୟନ କହିଛନ୍ତି । ଚଢ଼ାଉ ବେଳେ ମୋ ନିକଟରୁ କୌଣସି ଡ୍ରଗ୍ସ ମିଳି ନ ଥିଲା । ସେହିପରି ଅର୍ବାଜ ମର୍ଚ୍ଚାଂଟ ଓ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ଜାଣନ୍ତି ନାହିଁ । ଆର୍ଯ୍ୟନ ଏବଂ ସେ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ସ୍ପେଶାଲ କୋର୍ଟ ଆଗାମୀ ୨୬ରେ ଶୁଣାଣୀ କରିବ । ଏନସିବି ଏ ପର୍ଯ୍ୟନ୍ତ ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ।






More Stories
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..