ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୈତିକ ଫାଇଦା ପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ମିଛ ତଥ୍ୟ ପଚାର କରୁଛନ୍ତି । ଶନିବାର ଏକ ପ୍ରେସ ନୋଟ୍ ଜାରି କରି ଦେଓଲ କହିଛନ୍ତି, ସିଦ୍ଧୁ ବାରମ୍ବାର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଏପିଏସ୍ ଦେୱଲ | ସେ ବାରମ୍ବାର ନିଶା ଦ୍ରବ୍ୟ ଓ ଧାର୍ମିକ ଗ୍ରନ୍ଥକୁ ନେଇ ବୟାନ ଦେଉଛନ୍ତି । ଯାହା ସରକାରଙ୍କ କାମରେ ବାଧା ଉପୁଯାଉଛି । ସୂଚନା ଅନୁସାରେ-ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିଲେ ଏପିଏସ୍ ଦେୱଲ | ଏବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..