ରିପୋର୍ଟ କାର୍ଡ / କେନ୍ଦୁଝର
ବ୍ଲୁଟୁଥ୍ ନେଲା ଜୀବନ | କେନ୍ଦୁଝରରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ । କେନ୍ଦୁଝର ସଦର ଥାନା ଟାଙ୍ଗରତଳି ଗ୍ରାମ ନିକଟରେ ସୋମବାର ସକାଳେ ଟାଟା-ବିଶାଖାପଟନମ୍ ଯାତ୍ରୀବାହୀ ଟ୍ରେନରେ କଟି ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗରତଳି ଗାଁ ଅରୁଣ ବରଡିଆ ବୋଲି ବୋଲି ଜଣାପଡିଛି । ନାବାଳକ ଜଣଙ୍କ କାନରେ ବ୍ଲୁଟୁଥ୍ ଲଗାଇ ଟ୍ରେନ ଲାଇନରେ ଚାଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି | ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଏଭଳି ସୂଚନା ମିଳିଛି ଜଣାପଡିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି|






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..