ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିକାଲିର ନୂତନ ପୀଢ଼ି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅନେକ ଲୋକ, ମାଇଗ୍ରେନ ସମସ୍ୟାର ସାମ୍ନା କରୁଛନ୍ତି । ତେବେ ଏହା ହେବା ପଛରେ ଅନେକ କାରଣ ରହିଥାଏ । ଏହା ହେବା ଦ୍ୱାରା,ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ଼ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଏହାକୁ କମାଯାଇ ପାରିବ ।
– ଏହି ସମସ୍ୟାର ସାମ୍ନା କରୁଥିଲେ, ଗୋଲମରିଚ ଏବଂ ପୁଦିନାରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ବେଶ ଲାଭଦାୟକ ହୋଇଥାଏ ।
– ଏଥିପାଇଁ କଫି ପିଇବା ଲାଭଦାୟକ । ଯାହାକି ଶରୀରକୁ ଯାଇ ମାଇଗ୍ରେନ୍ ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରେ ।
– ପ୍ରତିଦିନ କିଛି ସମୟ ଯୋଗ କରିବା ଦ୍ୱାରା,ମଧ୍ୟ ଏହି ସମସ୍ୟାରୁ ଆରାମ ମିଳିଥାଏ ।
– ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ନଡ଼ିଆ ତେଲ ଲଗାଇ ୧୦ରୁ୧୫ ମିନିଟ ଯାଏ ମସାଜ କରିବା ଦ୍ୱାରା,ଯନ୍ତ୍ରଣା କମ ହୋଇଥାଏ ।
More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
ରୂପି ସମସ୍ୟା ଦୂର କରନ୍ତୁ…..